or_tn/rev/16/19.md

12 lines
1.5 KiB
Markdown

# The great city was split
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଭୂମିକମ୍ପ ମହାନଗରୀକୁ ଖଣ୍ଡ ଖଣ୍ଡ କରିଦେଲା” (ଦେଖ: [[rc://*/ta/man/translate/figs-activepassive]])
# Then God called to mind
ଏଥିଉତ୍ତାରେ ଈଶ୍ବର ସ୍ମରଣ କଲେ କିମ୍ବା “ଏଥିଉତ୍ତାରେ ଈଶ୍ବର ଚିନ୍ତା କଲେ” କିଅବା “ ଏଥିଉତ୍ତାରେ ଈଶ୍ବର ମନଯୋଗ କରିବାକୁ ଲାଗିଲେ I” ଏହାର ଅର୍ଥ ନୁହେଁ ଯେ ଈଶ୍ବର କିଛି ପାସୋରି ଯାଇଥିବା ବିଷୟକୁ ସ୍ମରଣ କଲେ I
# he gave that city the cup filled with the wine made from his furious wrath
ଦ୍ରାକ୍ଷାରସ ତାହାଙ୍କ କ୍ରୋଧର ନିଦର୍ଶନ ଅଟେ I ଏହା ଲୋକମାନଙ୍କୁ ପାନ କରାଇବା ସେମାନଙ୍କୁ ଦଣ୍ଡ ଦେବାର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ସେ ସେହି ନଗରୀର ଲୋକମାନଙ୍କୁ ତାହାଙ୍କ କ୍ରୋଧକୁ ବୁଝାଉ ଥିବା ଦ୍ରାକ୍ଷାରସ ପାନ କରାଇଲେ” (ଦେଖ: [[rc://*/ta/man/translate/writing-symlanguage]])