or_tn/rev/16/19.md

1.5 KiB

The great city was split

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଭୂମିକମ୍ପ ମହାନଗରୀକୁ ଖଣ୍ଡ ଖଣ୍ଡ କରିଦେଲା” (ଦେଖ: rc://*/ta/man/translate/figs-activepassive)

Then God called to mind

ଏଥିଉତ୍ତାରେ ଈଶ୍ବର ସ୍ମରଣ କଲେ କିମ୍ବା “ଏଥିଉତ୍ତାରେ ଈଶ୍ବର ଚିନ୍ତା କଲେ” କିଅବା “ ଏଥିଉତ୍ତାରେ ଈଶ୍ବର ମନଯୋଗ କରିବାକୁ ଲାଗିଲେ I” ଏହାର ଅର୍ଥ ନୁହେଁ ଯେ ଈଶ୍ବର କିଛି ପାସୋରି ଯାଇଥିବା ବିଷୟକୁ ସ୍ମରଣ କଲେ I

he gave that city the cup filled with the wine made from his furious wrath

ଦ୍ରାକ୍ଷାରସ ତାହାଙ୍କ କ୍ରୋଧର ନିଦର୍ଶନ ଅଟେ I ଏହା ଲୋକମାନଙ୍କୁ ପାନ କରାଇବା ସେମାନଙ୍କୁ ଦଣ୍ଡ ଦେବାର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ସେ ସେହି ନଗରୀର ଲୋକମାନଙ୍କୁ ତାହାଙ୍କ କ୍ରୋଧକୁ ବୁଝାଉ ଥିବା ଦ୍ରାକ୍ଷାରସ ପାନ କରାଇଲେ” (ଦେଖ: rc://*/ta/man/translate/writing-symlanguage)