or_tn/rev/16/10.md

1.5 KiB
Raw Permalink Blame History

poured out his bowl

“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୬:ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: rc://*/ta/man/translate/figs-metaphor)

the throne of the beast

ଏହିଠାରୁ ପଶୁ ରାଜତ୍ବ କରିବାକୁ ଆରମ୍ଭ କରେ I ଏହା ତାହାର ରାଜ୍ୟର ରାଜଧାନୀକୁ ବୁଝାଇ ପାରେ I (ଦେଖ: rc://*/ta/man/translate/figs-metonymy)

darkness covered its kingdom

ଏଠାରେ “ଅନ୍ଧକାର” ବିଷୟରେ କୁହାଯାଏ ଯେପରି ଏହା ଏକ କମ୍ବଳ ଅଟେ I ଅନ୍ୟଏକ ଅନୁବାଦରେ: “ତାହାର ସମସ୍ତ ରାଜ୍ୟରେ ଅନ୍ଧକାର ଘୋଟିଗଲା” କିମ୍ବା “ ତାହାର ସମସ୍ତ ରାଜ୍ୟ ଅନ୍ଧକାରଛନ୍ନ ହୋଇଗଲା” (ଦେଖ: rc://*/ta/man/translate/figs-metonymy)

They chewed

ପଶୁର ରାଜ୍ୟରେ ଲୋକମାନେ ଜିଭ କାମୁଡିଲେ I