or_tn/rev/16/08.md

1.2 KiB
Raw Permalink Blame History

poured out his bowl

“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୬:ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: rc://*/ta/man/translate/figs-metonymy)

it was given permission to scorch the people

ଯୋହନ ସୂର୍ଯ୍ୟ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ବ୍ୟକ୍ତି ଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ ସୂର୍ଯ୍ୟ ମହା ପ୍ରତାପରେ ଲୋକମାନଙ୍କୁ ଦଗ୍ଧ କଲା” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-activepassive]])