or_tn/rev/16/05.md

923 B
Raw Permalink Blame History

the angel of the waters

ସମ୍ଭାବିତ ଅର୍ଥଗୁଡିକ ୧) ଏହା ତୃତୀୟ ଦୂତଙ୍କୁ ବୁଝାଏ, ଯେ କି ଈଶ୍ବରଙ୍କ କ୍ରୋଧକୁ ନଦୀ ଓ ନିର୍ଝରଣୀ ଗୁଡିକରେ ଢାଳିବାର ଦାୟିତ୍ବରେ ଥିଲେ କିମ୍ବା ) ଏହା ଆଉ ଜଣେ ଦୂତ, ଯେ କି ସମସ୍ତ ଜଳର ଦାୟିତ୍ବରେ ଥିଲେ I

You are righteous

“ତୁମ୍ଭେ” ଈଶ୍ବରଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

the one who is and who was

ଈଶ୍ବର ଯେ କି ବର୍ତ୍ତମାନ ଓ ଭୂତ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରିପ୍ରକାଶିତ ବାକ୍ୟ ୧:୪ରେ ଅନୁବାଦ କରିଅଛ I