# the angel of the waters ସମ୍ଭାବିତ ଅର୍ଥଗୁଡିକ ୧) ଏହା ତୃତୀୟ ଦୂତଙ୍କୁ ବୁଝାଏ, ଯେ କି ଈଶ୍ବରଙ୍କ କ୍ରୋଧକୁ ନଦୀ ଓ ନିର୍ଝରଣୀ ଗୁଡିକରେ ଢାଳିବାର ଦାୟିତ୍ବରେ ଥିଲେ କିମ୍ବା ୨) ଏହା ଆଉ ଜଣେ ଦୂତ, ଯେ କି ସମସ୍ତ ଜଳର ଦାୟିତ୍ବରେ ଥିଲେ I # You are righteous “ତୁମ୍ଭେ” ଈଶ୍ବରଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]]) # the one who is and who was ଈଶ୍ବର ଯେ କି ବର୍ତ୍ତମାନ ଓ ଭୂତ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି[ପ୍ରକାଶିତ ବାକ୍ୟ ୧:୪](../01/04.md)ରେ ଅନୁବାଦ କରିଅଛ I