or_tn/rev/14/11.md

765 B

Connecting Statement:

ତୃତୀୟ ଦୂତ କହିବା ଜାରି ରଖିଛନ୍ତି I

The smoke from their torment

“ସେମାନଙ୍କର ଯନ୍ତ୍ରଣା” ବାକ୍ୟାଂଶ ସେମାନଙ୍କୁ ଯନ୍ତ୍ରଣା ଦେଉଥିବା ଅଗ୍ନିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେହି ଅଗ୍ନିରୁ ନିର୍ଗତ ଧୂମ ସେମାନଙ୍କୁ ଯନ୍ତ୍ରଣା ଦିଏ” (ଦେଖ: rc://*/ta/man/translate/figs-metonymy)

they have no rest

ସେମାନଙ୍କର କୌଣସି ବିଶ୍ରାମ ନାହିଁ କିମ୍ବା “ଯନ୍ତ୍ରଣା ବନ୍ଦ ହୁଏ ନାହିଁ”