or_tn/rev/14/11.md

12 lines
765 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ତୃତୀୟ ଦୂତ କହିବା ଜାରି ରଖିଛନ୍ତି I
# The smoke from their torment
“ସେମାନଙ୍କର ଯନ୍ତ୍ରଣା” ବାକ୍ୟାଂଶ ସେମାନଙ୍କୁ ଯନ୍ତ୍ରଣା ଦେଉଥିବା ଅଗ୍ନିକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେହି ଅଗ୍ନିରୁ ନିର୍ଗତ ଧୂମ ସେମାନଙ୍କୁ ଯନ୍ତ୍ରଣା ଦିଏ” (ଦେଖ: [[rc://*/ta/man/translate/figs-metonymy]])
# they have no rest
ସେମାନଙ୍କର କୌଣସି ବିଶ୍ରାମ ନାହିଁ କିମ୍ବା “ଯନ୍ତ୍ରଣା ବନ୍ଦ ହୁଏ ନାହିଁ”