or_tn/rev/14/03.md

1.3 KiB
Raw Permalink Blame History

They sang a new song

୧୪୪, ଜଣବ୍ୟକ୍ତି ଏକ ନୂତନ ଗୀତ ଗାନ କଲେ I ଏହା ବୁଝାଉଛି ଯେ ଯୋହନ କେଉଁ ଶବ୍ଦ ଶୁଣିଥିଲେ I ଅନ୍ୟଏକ ଅନୁବାଦରେ: “ତାହା ସେମାନେ ଗାନ କରିଥିବା ଏକ ନୂତନ ଗୀତର ଶବ୍ଦ ଥିଲା”

the four living creatures

ଜୀବିତ ପ୍ରାଣୀ କିମ୍ବା “ଜୀବିତ ବସ୍ତୁ I” ଦେଖ ତୁମେ କିପରି “ଜୀବିତ ପ୍ରାଣୀ”କୁପ୍ରକାଶିତ ବାକ୍ୟ ୪:୬ରେ ଅନୁବାଦ କରିଅଛ I

elders

ଏହା ସିଂହାସନର ଚତୁଃପାର୍ଶ୍ବରେ ଥିବା ଚବିଶ ପ୍ରାଚୀନକୁ ବୁଝାଏ I ଦେଖ ତୁମେ କିପରି “ପ୍ରାଚୀନ”କୁ ପ୍ରକାଶିତ ବାକ୍ୟ ୪;୪ରେ ଅନୁବାଦ କରିଅଛ I

144000

ଏକ ଶହ ଚୌରାଳିଶ ସହସ୍ର I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୭:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-numbers)