or_tn/rev/14/03.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# They sang a new song
୧୪୪, ଜଣବ୍ୟକ୍ତି ଏକ ନୂତନ ଗୀତ ଗାନ କଲେ I ଏହା ବୁଝାଉଛି ଯେ ଯୋହନ କେଉଁ ଶବ୍ଦ ଶୁଣିଥିଲେ I ଅନ୍ୟଏକ ଅନୁବାଦରେ: “ତାହା ସେମାନେ ଗାନ କରିଥିବା ଏକ ନୂତନ ଗୀତର ଶବ୍ଦ ଥିଲା”
# the four living creatures
ଜୀବିତ ପ୍ରାଣୀ କିମ୍ବା “ଜୀବିତ ବସ୍ତୁ I” ଦେଖ ତୁମେ କିପରି “ଜୀବିତ ପ୍ରାଣୀ”କୁ[ପ୍ରକାଶିତ ବାକ୍ୟ ୪:୬](../04/06.md)ରେ ଅନୁବାଦ କରିଅଛ I
# elders
ଏହା ସିଂହାସନର ଚତୁଃପାର୍ଶ୍ବରେ ଥିବା ଚବିଶ ପ୍ରାଚୀନକୁ ବୁଝାଏ I ଦେଖ ତୁମେ କିପରି “ପ୍ରାଚୀନ”କୁ [ପ୍ରକାଶିତ ବାକ୍ୟ ୪;୪](../04/04.md)ରେ ଅନୁବାଦ କରିଅଛ I
# 144000
ଏକ ଶହ ଚୌରାଳିଶ ସହସ୍ର I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୭:୪](../07/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]])