or_tn/rev/13/15.md

16 lines
1008 B
Markdown

# It was permitted
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପୃଥିବୀର ପଶୁକୁ ଅନୁମତି ଦେଲେ” (ଦେଖ:[[rc://*/ta/man/translate/figs-activepassive]])
# to give breath to the beast's image
ଏଠାରେ “ନିଶ୍ବାସ” ଜୀବନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ” (ଦେଖ:[[rc://*/ta/man/translate/figs-metonymy]])
# the beast's image
ଏହା ପ୍ରଥମ ପଶୁର ପ୍ରତିମା ଯାହା ଉଲ୍ଲେଖ କରାଯାଇଥିଲା I
# cause all who refused to worship the beast to be killed
ଯେକେହି ପ୍ରଥମ ପଶୁକୁ ପ୍ରଣାମ କରିବାକୁ ବାରଣ କରନ୍ତି, ସେମାନେ ବଧ କରାଯିବେ