or_tn/rev/13/15.md

1008 B

It was permitted

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପୃଥିବୀର ପଶୁକୁ ଅନୁମତି ଦେଲେ” (ଦେଖ:rc://*/ta/man/translate/figs-activepassive)

to give breath to the beast's image

ଏଠାରେ “ନିଶ୍ବାସ” ଜୀବନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ” (ଦେଖ:rc://*/ta/man/translate/figs-metonymy)

the beast's image

ଏହା ପ୍ରଥମ ପଶୁର ପ୍ରତିମା ଯାହା ଉଲ୍ଲେଖ କରାଯାଇଥିଲା I

cause all who refused to worship the beast to be killed

ଯେକେହି ପ୍ରଥମ ପଶୁକୁ ପ୍ରଣାମ କରିବାକୁ ବାରଣ କରନ୍ତି, ସେମାନେ ବଧ କରାଯିବେ