or_tn/rev/13/11.md

1.3 KiB

Connecting Statement:

ଯୋହନ ଆପଣା ଦର୍ଶନରେ ଦେଖା ଦେଇଥିବା ଆଉ ଏକ ପଶୁର ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

it spoke like a dragon

କଠୋର କଥା ବିଷୟରେ କୁହାଯାଏ ଯେପରି ଏହା ସର୍ପର ଗର୍ଜ୍ଜନ ଥିଲା I ଅନ୍ୟଏକ ଅନୁବାଦରେ: “ଏକ ସର୍ପ କହିବା ସଦୃଶ ଏହା କଠୋରଭାବରେ କହୁଥିଲା” (ଦେଖ: rc://*/ta/man/translate/figs-simile)

dragon

ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୨:୩ରେ ଅନୁବାଦ କରିଅଛ I (ଦେଖ:rc://*/ta/man/translate/writing-symlanguage)