or_tn/rev/13/11.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୋହନ ଆପଣା ଦର୍ଶନରେ ଦେଖା ଦେଇଥିବା ଆଉ ଏକ ପଶୁର ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
# it spoke like a dragon
କଠୋର କଥା ବିଷୟରେ କୁହାଯାଏ ଯେପରି ଏହା ସର୍ପର ଗର୍ଜ୍ଜନ ଥିଲା I ଅନ୍ୟଏକ ଅନୁବାଦରେ: “ଏକ ସର୍ପ କହିବା ସଦୃଶ ଏହା କଠୋରଭାବରେ କହୁଥିଲା” (ଦେଖ: [[rc://*/ta/man/translate/figs-simile]])
# dragon
ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୩](../12/03.md)ରେ ଅନୁବାଦ କରିଅଛ I (ଦେଖ:[[rc://*/ta/man/translate/writing-symlanguage]])