or_tn/rev/13/09.md

12 lines
2.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହି ପଦଗୁଡିକ ଯୋହନଙ୍କ ଦର୍ଶନର ବିବରଣୀକୁ ଏକ ବିରତି ଦେଉଛି I ଏଠାରେ ସେ ଆପଣା ବିବରଣୀକୁ ପାଠ କରୁଥିବା ଲୋକମାନଙ୍କୁ ଏକ ସତର୍କ ବାଣୀ ଦେଉଛନ୍ତି I
# If anyone has an ear, let him hear
ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଓ ତାହା ବୁଝିବାକୁ ଏବଂ ପାଳନ କରିବାକୁ କିଛି ଉଦ୍ୟମର ଆବଶ୍ୟକ ହେବ I ଏଠାରେ ବୁଝିବା ଏବଂ ବୁଝି ପାଳନ କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶ ଏକ ରୂପକ ଅଟେ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ :୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରେ, ସେ ବୁଝି ପାଳନ କରୁ I”(ଦେଖ: [[rc://*/ta/man/translate/figs-metonymy]])
# If anyone ... let him hear
ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରିପାର I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି [ପ୍ରକାଶିତ :୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କର, ବୁଝି ପାଳନ କର” (ଦେଖ: [[rc://*/ta/man/translate/figs-123person]])