or_tn/rev/13/05.md

826 B

The beast was given ... It was permitted

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ ଦେଲେ ...ଈଶ୍ବର ପଶୁକୁ ଅନୁମତି ଦେଲେ” (ଦେଖ:rc://*/ta/man/translate/figs-activepassive)

The beast was given a mouth that could speak

ଏକ ମୁଖ ଦିଆଗଲା ର ଅର୍ଥ କଥା କହିବାକୁ ଅନୁମତି ଦିଆଗଲା I ଅନ୍ୟଏକ ଅନୁବାଦରେ: “ପଶୁକୁ କଥା କହିବାକୁ ଅନୁମତି ଦିଆଗଲା” (ଦେଖ:rc://*/ta/man/translate/figs-metonymy)

forty-two months

୪୨ ମାସ (ଦେଖ:rc://*/ta/man/translate/translate-numbers)