# The beast was given ... It was permitted ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ ଦେଲେ ...ଈଶ୍ବର ପଶୁକୁ ଅନୁମତି ଦେଲେ” (ଦେଖ:[[rc://*/ta/man/translate/figs-activepassive]]) # The beast was given a mouth that could speak ଏକ ମୁଖ ଦିଆଗଲା ର ଅର୍ଥ କଥା କହିବାକୁ ଅନୁମତି ଦିଆଗଲା I ଅନ୍ୟଏକ ଅନୁବାଦରେ: “ପଶୁକୁ କଥା କହିବାକୁ ଅନୁମତି ଦିଆଗଲା” (ଦେଖ:[[rc://*/ta/man/translate/figs-metonymy]]) # forty-two months ୪୨ ମାସ (ଦେଖ:[[rc://*/ta/man/translate/translate-numbers]])