or_tn/rev/13/04.md

1.7 KiB

dragon

ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୨:୩ରେ ଅନୁବାଦ କରିଅଛ I (ଦେଖ:rc://*/ta/man/translate/writing-symlanguage)

he had given his authority to the beast

ତାହାର ଯେପରି ଅଧିକ କ୍ଷମତା ଥିଲା, ସେପରି ସେ ପଶୁକୁ ମଧ୍ୟ ସେହି କ୍ଷମତା ସମର୍ପଣ କଲା

Who is like the beast?

ଏହି ପ୍ରଶ୍ନ ଦର୍ଶାଏ ଯେ ପଶୁ ବିଷୟରେ ସେମାନେ କେତେ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ I ଅନ୍ୟଏକ ଅନୁବାଦରେ: “ପଶୁ ତୁଲ୍ୟ କେହି କ୍ଷମତାଶାଳୀ ନୁହନ୍ତି!” (ଦେଖ:rc://*/ta/man/translate/figs-rquestion)

Who can fight against it?

ଏହି ପ୍ରଶ୍ନ ଦର୍ଶାଏ ଯେ ଲୋକମାନେ ପଶୁର କ୍ଷମତାକୁ କେତେ ଭୟ କରୁଥିଲେ I ଅନ୍ୟଏକ ଅନୁବାଦରେ: “ପଶୁ ବିରୁଦ୍ଧରେ ଯୁଦ୍ଧ କରି କେହି କେବେ ଜୟଲାଭ କରି ପାରିବେନାହିଁ!” (ଦେଖ:rc://*/ta/man/translate/figs-rquestion)