or_tn/rev/13/04.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# dragon
ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୩](../12/03.md)ରେ ଅନୁବାଦ କରିଅଛ I (ଦେଖ:[[rc://*/ta/man/translate/writing-symlanguage]])
# he had given his authority to the beast
ତାହାର ଯେପରି ଅଧିକ କ୍ଷମତା ଥିଲା, ସେପରି ସେ ପଶୁକୁ ମଧ୍ୟ ସେହି କ୍ଷମତା ସମର୍ପଣ କଲା
# Who is like the beast?
ଏହି ପ୍ରଶ୍ନ ଦର୍ଶାଏ ଯେ ପଶୁ ବିଷୟରେ ସେମାନେ କେତେ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ I ଅନ୍ୟଏକ ଅନୁବାଦରେ: “ପଶୁ ତୁଲ୍ୟ କେହି କ୍ଷମତାଶାଳୀ ନୁହନ୍ତି!” (ଦେଖ:[[rc://*/ta/man/translate/figs-rquestion]])
# Who can fight against it?
ଏହି ପ୍ରଶ୍ନ ଦର୍ଶାଏ ଯେ ଲୋକମାନେ ପଶୁର କ୍ଷମତାକୁ କେତେ ଭୟ କରୁଥିଲେ I ଅନ୍ୟଏକ ଅନୁବାଦରେ: “ପଶୁ ବିରୁଦ୍ଧରେ ଯୁଦ୍ଧ କରି କେହି କେବେ ଜୟଲାଭ କରି ପାରିବେନାହିଁ!” (ଦେଖ:[[rc://*/ta/man/translate/figs-rquestion]])