or_tn/rev/12/intro.md

16 lines
2.2 KiB
Markdown

# ପ୍ରକାଶିତ ବାକ୍ୟ ୧୨ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧୦-୧୨ପଦରେ ତାହା କରୁଅଛି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ସର୍ପ
ପ୍ରକାଶିତ ବାକ୍ୟ ପୁସ୍ତକ ପୁରାତନ ନିୟମର ରୂପକଳ୍ପ ବ୍ୟବହାର କରୁଅଛି I ଉଦାହରଣ ସ୍ବରୂପ, ଯୋହନ ଶୟତାନକୁ ସର୍ପଭାବରେ ଉଲ୍ଲେଖ କରୁଛନ୍ତି I ଏହି ରୂପକଳ୍ପ ଏଦନ ଉଦ୍ୟାନର ବିବରଣୀରୁ ଆସିଅଛି, ଯେତେବେଳେ ଶୟତାନ ହବାଙ୍କୁ ପରୀକ୍ଷା କରିଥିଲା I (ଦେଖ: [[rc://*/ta/man/translate/figs-explicit]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “ସ୍ବର୍ଗରେ ଏକ ମହାଲକ୍ଷଣ ଦେଖାଗଲା”
ଏଠାରେ କର୍ମବାଚ୍ୟ ବ୍ୟବହାର କରି, ଯୋହନ କହୁ ନାହାନ୍ତି ଯେ କିଏ ସ୍ବର୍ଗର ଏହି ମହାଲକ୍ଷଣ ଦେଖିଥିଲେ I ବିଷୟବସ୍ତୁ ଅସ୍ପଷ୍ଟ ହେଲେ, ଅନୁବାଦ ହୁଏତ କଷ୍ଟକର ହୋଇପାରେ, ଯଦି ତୁମ ଭାଷାରେ କର୍ମବାଚ୍ୟ ନାହିଁ I ଅନେକ ଇଂରାଜୀ ଅନୁବାଦ ଏଠାରେ ଅତୀତ କାଳ ବ୍ୟବହାର କରି କହନ୍ତି “ସ୍ବର୍ଗରେ ଏକ ମହାଲକ୍ଷଣ ଦେଖାଗଲା I” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/writing-apocalypticwriting]])