or_tn/rev/12/intro.md

2.2 KiB

ପ୍ରକାଶିତ ବାକ୍ୟ ୧୨ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧୦-୧୨ପଦରେ ତାହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ସର୍ପ

ପ୍ରକାଶିତ ବାକ୍ୟ ପୁସ୍ତକ ପୁରାତନ ନିୟମର ରୂପକଳ୍ପ ବ୍ୟବହାର କରୁଅଛି I ଉଦାହରଣ ସ୍ବରୂପ, ଯୋହନ ଶୟତାନକୁ ସର୍ପଭାବରେ ଉଲ୍ଲେଖ କରୁଛନ୍ତି I ଏହି ରୂପକଳ୍ପ ଏଦନ ଉଦ୍ୟାନର ବିବରଣୀରୁ ଆସିଅଛି, ଯେତେବେଳେ ଶୟତାନ ହବାଙ୍କୁ ପରୀକ୍ଷା କରିଥିଲା I (ଦେଖ: rc://*/ta/man/translate/figs-explicit)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ସ୍ବର୍ଗରେ ଏକ ମହାଲକ୍ଷଣ ଦେଖାଗଲା”

ଏଠାରେ କର୍ମବାଚ୍ୟ ବ୍ୟବହାର କରି, ଯୋହନ କହୁ ନାହାନ୍ତି ଯେ କିଏ ସ୍ବର୍ଗର ଏହି ମହାଲକ୍ଷଣ ଦେଖିଥିଲେ I ବିଷୟବସ୍ତୁ ଅସ୍ପଷ୍ଟ ହେଲେ, ଅନୁବାଦ ହୁଏତ କଷ୍ଟକର ହୋଇପାରେ, ଯଦି ତୁମ ଭାଷାରେ କର୍ମବାଚ୍ୟ ନାହିଁ I ଅନେକ ଇଂରାଜୀ ଅନୁବାଦ ଏଠାରେ ଅତୀତ କାଳ ବ୍ୟବହାର କରି କହନ୍ତି “ସ୍ବର୍ଗରେ ଏକ ମହାଲକ୍ଷଣ ଦେଖାଗଲା I” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/writing-apocalypticwriting]])