or_tn/rev/12/16.md

8 lines
1.4 KiB
Markdown

# The earth opened its mouth and swallowed the river that the dragon was pouring out of his mouth
ପୃଥିବୀ ସମ୍ବନ୍ଧରେ କୁହାଯାଏ ଯେପରି ଏହା ଏକ ଜୀବନ୍ତ ବସ୍ତୁ ଓ ପୃଥିବୀରେ ଏକ ଗର୍ତ୍ତ ଥିବା ବିଷୟ କୁହାଯାଏ ଯେପରି ଏହା ଏକ ମୁଖ, ଯାହା ଜଳ ପାନ କରି ପାରିବ I ଅନ୍ୟଏକ ଅନୁବାଦରେ: “ଭୂମିରେ ଏକ ଗର୍ତ୍ତ ଉନ୍ମୁକ୍ତ ହେଲା ଓ ଗର୍ତ୍ତ ଭିତରକୁ ଜଳ ପ୍ରବେଶ କଲା” (ଦେଖ:[[rc://*/ta/man/translate/figs-personification]])
# dragon
ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଅଟେ I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୩](../12/03.md)ରେ ଅନୁବାଦ କରିଅଛ I (ଦେଖ:[[rc://*/ta/man/translate/writing-symlanguage]])