or_tn/rev/12/16.md

1.4 KiB

The earth opened its mouth and swallowed the river that the dragon was pouring out of his mouth

ପୃଥିବୀ ସମ୍ବନ୍ଧରେ କୁହାଯାଏ ଯେପରି ଏହା ଏକ ଜୀବନ୍ତ ବସ୍ତୁ ଓ ପୃଥିବୀରେ ଏକ ଗର୍ତ୍ତ ଥିବା ବିଷୟ କୁହାଯାଏ ଯେପରି ଏହା ଏକ ମୁଖ, ଯାହା ଜଳ ପାନ କରି ପାରିବ I ଅନ୍ୟଏକ ଅନୁବାଦରେ: “ଭୂମିରେ ଏକ ଗର୍ତ୍ତ ଉନ୍ମୁକ୍ତ ହେଲା ଓ ଗର୍ତ୍ତ ଭିତରକୁ ଜଳ ପ୍ରବେଶ କଲା” (ଦେଖ:rc://*/ta/man/translate/figs-personification)

dragon

ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଅଟେ I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ଭାବେ ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୨:୩ରେ ଅନୁବାଦ କରିଅଛ I (ଦେଖ:rc://*/ta/man/translate/writing-symlanguage)