or_tn/rev/12/15.md

583 B

serpent

ଏହା ପୁର୍ବରୁ ପ୍ରକାଶିତ ବାକ୍ୟ ୧୨:୯ରେ ଉଲ୍ଲେଖ କରାଯାଇଥିବା ସର୍ପ ସଦୃଶ ସମାନ ପ୍ରାଣୀ ଅଟେ I

like a river

ତାହାର ମୁଖରୁ ଏକ ନଦୀ ସଦୃଶ ଜଳ ନିର୍ଗତ ହେଲା I ଅନ୍ୟଏକ ଅନୁବାଦରେ: “ବହୁ ପରିମାଣରେ” (ଦେଖ:rc://*/ta/man/translate/figs-simile)

to sweep her away

ତାହାକୁ ଭସାଇ ନେବା ନିମନ୍ତେ