or_tn/rev/12/09.md

1.5 KiB

dragon—that old serpent called the devil or Satan, who deceives the whole world—was thrown down to the earth, and his angels were thrown down with him

ଏହାକୁ ପୃଥିବୀରେ ନିକ୍ଷିପ୍ତ କରାଯିବା ବିଷୟରେ ଉକ୍ତିଟି ପରେ ଏକ ପୃଥକ୍ ବାକ୍ୟରେ ସର୍ପ ବିଷୟରେ ସୂଚନା ଦିଆଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସର୍ପକୁ ପୃଥିବୀରେ ନିକ୍ଷିପ୍ତ କରାଗଲା ଓ ତାହା ସହିତ ତାହାର ଦୂତମାନଙ୍କୁ ମଧ୍ୟ ନିକ୍ଷିପ୍ତ କରାଗଲା I ସେ ସେହି ପୁରାତନ ନାଗ, ଯେ ଜଗତକୁ ପ୍ରବଞ୍ଚନା କରେ ଓ ଯାହାକୁ ଦିଆବଳ ବା ଶୟତାନ କୁହାଯାଏ” (ଦେଖ:rc://*/ta/man/translate/figs-distinguish)

The great dragon ... was thrown down to the earth, and his angels were thrown down with him

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସ୍ବର୍ଗରୁ ସେହି ପ୍ରକାଣ୍ଡ ସର୍ପକୁ ...ଓ ତାହାର ଦୂତମାନଙ୍କୁ ନିକ୍ଷେପ କରି ପୃଥିବୀକୁ ପଠାଇ ଦେଲେ” (ଦେଖ:rc://*/ta/man/translate/figs-activepassive)