or_tn/rev/12/11.md

1.9 KiB

Connecting Statement:

ଉଚ୍ଚସ୍ବର ସ୍ବର୍ଗରୁ କହିବା ଜାରି ରଖିଛି I

They conquered him

ସେମାନେ ଅପବାଦକକୁ ଜୟ କଲେ

by the blood of the Lamb

ରକ୍ତ ତାହାଙ୍କ ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ ମେଷଶାବକ ଆପଣା ରକ୍ତ ଦେଇ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି” (ଦେଖ:rc://*/ta/man/translate/figs-metonymy)

by the word of their testimony

“ସାକ୍ଷ୍ୟ” ଶବ୍ଦକୁ “ସାକ୍ଷ୍ୟ ଦେବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ପୁଣି ସେମାନେ କାହାକୁ ସାକ୍ଷ୍ୟ ଦେଲେ, ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେମାନେ ଯୀଶୁଙ୍କ ବିଷୟ ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟ ଦେଲେ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-explicit]])

even to death

ବିଶ୍ବାସୀମାନେ ଯୀଶୁଙ୍କ ବିଷୟରେ ସତ୍ୟ କହିଲେ, ଏପରିକି ଯଦିଓ ସେମାନେ ଜାଣିଥିଲେ ଯେ ସେମାନଙ୍କ ଶତ୍ରୁମାନେ ଏଥିନିମନ୍ତେ ସେମାନଙ୍କୁ ବଧ କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ସାକ୍ଷ୍ୟ ଦେବାରେ ଲାଗି ରହିଲେ, ଯଦିଓ ସେମାନେ ଜାଣିଥିଲେ ଯେ ସେଥିପାଇଁ ସେମାନଙ୍କୁ ମୃତ୍ୟୁଭୋଗ କରିବାକୁ ପଡି ପାରେ”