or_tn/rev/12/11.md

20 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଉଚ୍ଚସ୍ବର ସ୍ବର୍ଗରୁ କହିବା ଜାରି ରଖିଛି I
# They conquered him
ସେମାନେ ଅପବାଦକକୁ ଜୟ କଲେ
# by the blood of the Lamb
ରକ୍ତ ତାହାଙ୍କ ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ ମେଷଶାବକ ଆପଣା ରକ୍ତ ଦେଇ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି” (ଦେଖ:[[rc://*/ta/man/translate/figs-metonymy]])
# by the word of their testimony
“ସାକ୍ଷ୍ୟ” ଶବ୍ଦକୁ “ସାକ୍ଷ୍ୟ ଦେବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ପୁଣି ସେମାନେ କାହାକୁ ସାକ୍ଷ୍ୟ ଦେଲେ, ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେମାନେ ଯୀଶୁଙ୍କ ବିଷୟ ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟ ଦେଲେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-explicit]])
# even to death
ବିଶ୍ବାସୀମାନେ ଯୀଶୁଙ୍କ ବିଷୟରେ ସତ୍ୟ କହିଲେ, ଏପରିକି ଯଦିଓ ସେମାନେ ଜାଣିଥିଲେ ଯେ ସେମାନଙ୍କ ଶତ୍ରୁମାନେ ଏଥିନିମନ୍ତେ ସେମାନଙ୍କୁ ବଧ କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ସାକ୍ଷ୍ୟ ଦେବାରେ ଲାଗି ରହିଲେ, ଯଦିଓ ସେମାନେ ଜାଣିଥିଲେ ଯେ ସେଥିପାଇଁ ସେମାନଙ୍କୁ ମୃତ୍ୟୁଭୋଗ କରିବାକୁ ପଡି ପାରେ”