or_tn/rev/12/10.md

2.9 KiB

I

“ମୁଁ” ଶବ୍ଦ ଯୋହନଙ୍କୁ ବୁଝାଏ I

I heard a loud voice in heaven

“ସ୍ବର” ଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସ୍ବର୍ଗରୁ କେହିଜଣେ ଉଚ୍ଚ ସ୍ବରରେ କହୁଥିବା ମୁଁ ଶୁଣିଲି” (ଦେଖ:rc://*/ta/man/translate/figs-metonymy)

Now have come the salvation and the power and the kingdom of our God, and the authority of his Christ

ଈଶ୍ବର ଆପଣା ପରାକ୍ରମରେ ଲୋକମାନଙ୍କୁ ପରିତ୍ରାଣ କରିବା ବିଷୟ କୁହାଯାଏ ଯେପରି ତାହାଙ୍କ ପରିତ୍ରାଣ ଓ ପରାକ୍ରମ ଉପସ୍ଥିତ ହୋଇଅଛି I ଈଶ୍ବରଙ୍କ ରାଜତ୍ବ ଓ ଖ୍ରୀଷ୍ଟଙ୍କ ଅଧିକାର ବିଷୟରେ କୁହାଯାଏ ଯେପରି ତାହା ଉପସ୍ଥିତ ହୋଇଅଛି I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ଈଶ୍ବର ଆପଣା ପରାକ୍ରମରେ ଆପଣା ଲୋକମାନଙ୍କୁ ପରିତ୍ରାଣ କରିଅଛନ୍ତି, ଈଶ୍ବର ରାଜାଭାବରେ ରାଜତ୍ବ କରୁଅଛନ୍ତି ଓ ତାହାଙ୍କ ଖ୍ରୀଷ୍ଟଙ୍କଠାରେ ସମସ୍ତ ଅଧିକାର ଅଛି” (ଦେଖ:rc://*/ta/man/translate/figs-metaphor)

have come

ପ୍ରକୃତରେ ଉପସ୍ଥିତ ହୋଇଅଛି କିମ୍ବା “ଦେଖା ଦେଇଅଛି” କିଅବା “ବାସ୍ତବ ହୋଇଅଛି I” ଈଶ୍ବର ଏହିସବୁ ବିଷୟ ପ୍ରକାଶ କରୁଅଛନ୍ତି, କାରଣ ସେହିସବୁ ଘଟିବା ନିମନ୍ତେ ସମୟ “ଆସିଅଛି I” ଏହାର ଅର୍ଥ ନୁହେଁ ଯେ ସେମାନେ ପୂର୍ବରୁ ନଥିଲେ I

the accuser of our brothers has been thrown down

ଏହା ସେହି ସର୍ପ, ଯାହାପ୍ରକାଶିତ ବାକ୍ୟ ୧୨:୯ରେ ନିକ୍ଷିପ୍ତ ହୋଇଥିଲା I

our brothers

ସହବିଶ୍ବାସୀ ମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଭ୍ରାତ୍ରୁଗଣ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ସହବିଶ୍ବାସୀଗଣ” (ଦେଖ:rc://*/ta/man/translate/figs-metaphor)

day and night

ଦିନର ଏହି ଦୁଇଅଂଶ ଏକତ୍ରଭାବରେ “ସବୁ ସମୟକୁ” କିମ୍ବା “ଅଟକି ନ ରହିବାକୁ” ବୁଝାଏ I (ଦେଖ:rc://*/ta/man/translate/figs-merism)