or_tn/rev/12/05.md

846 B
Raw Permalink Blame History

rule all the nations with an iron rod

କଠୋରଭାବରେ ଶାସନ କରିବା ବିଷୟକୁ ଲୌହଦଣ୍ଡରେ ଶାସନ କରିବା ସଦୃଶ କୁହାଯାଏ I ଦେଖ ତୁମେ ଏଭଳି ଏକ ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ :୨୭ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)

Her child was snatched away to God

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାର ସନ୍ତାନକୁ ଶୀଘ୍ର ଆପଣା ନିକଟକୁ ଉଠାଇ ନେଲେ” (ଦେଖ: rc://*/ta/man/translate/figs-activepassive)