or_tn/rev/02/27.md

1.6 KiB
Raw Permalink Blame History

He will rule ... break them into pieces

ଏହା ଇଶ୍ରାୟେଲର ଜଣେ ରାଜାଙ୍କ ବିଷୟରେ ପୁରାତନ ନିୟମର ଏକ ଭାବବାଣୀ ଅଟେ I କିନ୍ତୁ ଯୀଶୁ ଏଠାରେ ସେ ଯେଉଁମାନଙ୍କୁ ଜାତିଗଣ ଉପରେ ଅଧିକାର ଦିଅନ୍ତି ସେମାନଙ୍କ ବିଷୟରେ ପ୍ରୟୋଗ କରୁଛନ୍ତି I

He will rule them with an iron rod

କଠୋରଭାବରେ ଶାସନ କରିବା ବିଷୟକୁ ଲୌହଦଣ୍ଡ ଦ୍ବାରା ଶାସନ ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ସେ ଲୌହଦଣ୍ଡରେ ଆଘାତ କରିବା ସଦୃଶ ସେମାନଙ୍କୁ କଠୋରଭାବରେ ଶାସନ କରୁଛନ୍ତି” (ଦେଖ: rc://*/ta/man/translate/figs-metaphor)

like clay jars he will break them into pieces

ଖଣ୍ଡ ବିଖଣ୍ଡ କରି ଭାଙ୍ଗିବା ବିଷୟ ଏକ ପ୍ରତିକ ଅଟେ ୧) ମନ୍ଦକର୍ମକାରୀକୁ ବିନାଶ କରିବା କିମ୍ବା ) ଶତ୍ରୁଗଣକୁ ପରାସ୍ତ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେପରି ମୃତ୍ତିକା ପାତ୍ରକୁ ଖଣ୍ଡ ବିଖଣ୍ଡ କରିବା ସଦୃଶ ସେ ଆପଣାର ଶତ୍ରୁମାନଙ୍କୁ ପରାସ୍ତ କରିବେ” (ଦେଖ: rc://*/ta/man/translate/figs-simile)