or_tn/rev/02/27.md

12 lines
1.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# He will rule ... break them into pieces
ଏହା ଇଶ୍ରାୟେଲର ଜଣେ ରାଜାଙ୍କ ବିଷୟରେ ପୁରାତନ ନିୟମର ଏକ ଭାବବାଣୀ ଅଟେ I କିନ୍ତୁ ଯୀଶୁ ଏଠାରେ ସେ ଯେଉଁମାନଙ୍କୁ ଜାତିଗଣ ଉପରେ ଅଧିକାର ଦିଅନ୍ତି ସେମାନଙ୍କ ବିଷୟରେ ପ୍ରୟୋଗ କରୁଛନ୍ତି I
# He will rule them with an iron rod
କଠୋରଭାବରେ ଶାସନ କରିବା ବିଷୟକୁ ଲୌହଦଣ୍ଡ ଦ୍ବାରା ଶାସନ ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ସେ ଲୌହଦଣ୍ଡରେ ଆଘାତ କରିବା ସଦୃଶ ସେମାନଙ୍କୁ କଠୋରଭାବରେ ଶାସନ କରୁଛନ୍ତି” (ଦେଖ: [[rc://*/ta/man/translate/figs-metaphor]])
# like clay jars he will break them into pieces
ଖଣ୍ଡ ବିଖଣ୍ଡ କରି ଭାଙ୍ଗିବା ବିଷୟ ଏକ ପ୍ରତିକ ଅଟେ ୧) ମନ୍ଦକର୍ମକାରୀକୁ ବିନାଶ କରିବା କିମ୍ବା ) ଶତ୍ରୁଗଣକୁ ପରାସ୍ତ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେପରି ମୃତ୍ତିକା ପାତ୍ରକୁ ଖଣ୍ଡ ବିଖଣ୍ଡ କରିବା ସଦୃଶ ସେ ଆପଣାର ଶତ୍ରୁମାନଙ୍କୁ ପରାସ୍ତ କରିବେ” (ଦେଖ: [[rc://*/ta/man/translate/figs-simile]])