or_tn/rev/11/18.md

32 lines
3.0 KiB
Markdown

# General Information:
“ତୁମ୍ଭେ” ଓ “ତୁମ୍ଭ” ଶବ୍ଦଗୁଡିକ ଈଶ୍ବରଙ୍କୁ ବୁଝାଏ I
# Connecting Statement:
ଚବିଶ ପ୍ରାଚୀନ ଈଶ୍ବରଙ୍କର ପ୍ରଶଂସା କରି ଚାଲିଛନ୍ତି I
# were enraged
ଅତି କ୍ରୁଦ୍ଧ ହୋଇଥିଲେ
# your wrath has come
ବର୍ତ୍ତମାନ ବିଦ୍ୟମାନ ବିଷୟକୁ ଆଗମନ କରିଥିବା ବିଷୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆପଣା କ୍ରୋଧ ଦେଖାଇବାକୁ ପ୍ରସ୍ତୁତ ଅଟ” (ଦେଖ: [[rc://*/ta/man/translate/figs-metaphor]])
# The time has come
ବର୍ତ୍ତମାନ ବିଦ୍ୟମାନ ବିଷୟକୁ ଆଗମନ କରିଥିବା ବିଷୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ସମୟ ଉପଯୁକ୍ତ ଅଟେ” କିମ୍ବା “ବର୍ତ୍ତମାନ ଉପଯୁକ୍ତ ସମୟ ଅଟେ” (ଦେଖ: [[rc://*/ta/man/translate/figs-metaphor]])
# for the dead to be judged
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ମୃତମାନଙ୍କ ବିଚାର କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# the dead
ଏହି ନାମବାଚକ ବିଶେଷଣ ଏକ କ୍ରିୟା କିମ୍ବା ବିଶେଷଣ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ମୃତ୍ୟୁଭୋଗ କରି ଅଛନ୍ତି” କିମ୍ବା “ମୃତ ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]])
# the prophets, those who are believers, and those who feared your name
ଏହି ତାଲିକା “ତୁମ୍ଭର ଦାସ”ର ଅର୍ଥ କଅଣ, ତାହା ବୁଝାଉ ଅଛି I ଏମାନେ ତିନୋଟି ସମ୍ପୂର୍ଣ୍ଣ ଭିନ୍ନଭିନ୍ନ ପ୍ରକାର ଲୋକମାନଙ୍କ ଗୋଷ୍ଠୀ ନୁହନ୍ତି I ଭାବବାଦୀମାନେ ମଧ୍ୟ ବିଶ୍ବାସୀ ଓ ଈଶ୍ବରଙ୍କ ନାମକୁ ଭୟ କରୁଥିଲେ I ଏଠାରେ “ନାମ” ରୂପକଭାବରେ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଭାବବାଦୀମାନେ, ଯେଉଁମାନେ ବିଶ୍ବାସୀ ଓ ତୁମ୍ଭକୁ ଭୟ କରୁଥିଲେ” କିମ୍ବା “ଭାବବାଦୀମାନେ ଓ ଯେଉଁମାନେ ବିଶ୍ବାସୀ ଏବଂ ତୁମ୍ଭ ନାମକୁ ଭୟ କରୁଥିଲେ” (ଦେଖ: [[rc://*/ta/man/translate/figs-metonymy]])