or_tn/rev/11/18.md

3.0 KiB

General Information:

“ତୁମ୍ଭେ” ଓ “ତୁମ୍ଭ” ଶବ୍ଦଗୁଡିକ ଈଶ୍ବରଙ୍କୁ ବୁଝାଏ I

Connecting Statement:

ଚବିଶ ପ୍ରାଚୀନ ଈଶ୍ବରଙ୍କର ପ୍ରଶଂସା କରି ଚାଲିଛନ୍ତି I

were enraged

ଅତି କ୍ରୁଦ୍ଧ ହୋଇଥିଲେ

your wrath has come

ବର୍ତ୍ତମାନ ବିଦ୍ୟମାନ ବିଷୟକୁ ଆଗମନ କରିଥିବା ବିଷୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆପଣା କ୍ରୋଧ ଦେଖାଇବାକୁ ପ୍ରସ୍ତୁତ ଅଟ” (ଦେଖ: rc://*/ta/man/translate/figs-metaphor)

The time has come

ବର୍ତ୍ତମାନ ବିଦ୍ୟମାନ ବିଷୟକୁ ଆଗମନ କରିଥିବା ବିଷୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ସମୟ ଉପଯୁକ୍ତ ଅଟେ” କିମ୍ବା “ବର୍ତ୍ତମାନ ଉପଯୁକ୍ତ ସମୟ ଅଟେ” (ଦେଖ: rc://*/ta/man/translate/figs-metaphor)

for the dead to be judged

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ମୃତମାନଙ୍କ ବିଚାର କରନ୍ତି” (ଦେଖ: rc://*/ta/man/translate/figs-activepassive)

the dead

ଏହି ନାମବାଚକ ବିଶେଷଣ ଏକ କ୍ରିୟା କିମ୍ବା ବିଶେଷଣ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ମୃତ୍ୟୁଭୋଗ କରି ଅଛନ୍ତି” କିମ୍ବା “ମୃତ ଲୋକମାନେ” (ଦେଖ: rc://*/ta/man/translate/figs-nominaladj)

the prophets, those who are believers, and those who feared your name

ଏହି ତାଲିକା “ତୁମ୍ଭର ଦାସ”ର ଅର୍ଥ କଅଣ, ତାହା ବୁଝାଉ ଅଛି I ଏମାନେ ତିନୋଟି ସମ୍ପୂର୍ଣ୍ଣ ଭିନ୍ନଭିନ୍ନ ପ୍ରକାର ଲୋକମାନଙ୍କ ଗୋଷ୍ଠୀ ନୁହନ୍ତି I ଭାବବାଦୀମାନେ ମଧ୍ୟ ବିଶ୍ବାସୀ ଓ ଈଶ୍ବରଙ୍କ ନାମକୁ ଭୟ କରୁଥିଲେ I ଏଠାରେ “ନାମ” ରୂପକଭାବରେ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଭାବବାଦୀମାନେ, ଯେଉଁମାନେ ବିଶ୍ବାସୀ ଓ ତୁମ୍ଭକୁ ଭୟ କରୁଥିଲେ” କିମ୍ବା “ଭାବବାଦୀମାନେ ଓ ଯେଉଁମାନେ ବିଶ୍ବାସୀ ଏବଂ ତୁମ୍ଭ ନାମକୁ ଭୟ କରୁଥିଲେ” (ଦେଖ: rc://*/ta/man/translate/figs-metonymy)