or_tn/rev/11/17.md

1.3 KiB

you, Lord God Almighty, the one who is and who was

ଏହି ବାକ୍ୟାଂଶ ଗୁଡିକୁ ବାକ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ହେ ପ୍ରଭୁ ଈଶ୍ବର, ବର୍ତ୍ତମାନ ଓ ଭୂତ ଯେ ତୁମ୍ଭେ, ତୁମ୍ଭେ ସମସ୍ତ ବିଷୟ ଉପରେ ରାଜତ୍ବ କରୁଅଛ” (ଦେଖ: rc://*/ta/man/translate/figs-distinguish)

the one who is

ଯେ ଅଛନ୍ତି କିମ୍ବା “ଯେ ଜୀବିତ ଅଟନ୍ତି”

who was

ଯେ ସର୍ବଦା ଅଛନ୍ତି କିମ୍ବା “ଯେ ସର୍ବଦା ଜୀବିତ ଅଛନ୍ତି”

you have taken your great power

ଈଶ୍ବର ଆପଣା ମହାଶକ୍ତିରେ କ’ଣ କରି ପାରିବେ, ତାହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆପଣା ଶକ୍ତିରେ ତୁମ୍ଭ ବିରୁଦ୍ଧରେ ବିଦ୍ରୋହ କରୁଥିବା ସମସ୍ତଙ୍କୁ ପରାଜୟ କରିଅଛ” (ଦେଖ: rc://*/ta/man/translate/figs-explicit)