# you, Lord God Almighty, the one who is and who was ଏହି ବାକ୍ୟାଂଶ ଗୁଡିକୁ ବାକ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ହେ ପ୍ରଭୁ ଈଶ୍ବର, ବର୍ତ୍ତମାନ ଓ ଭୂତ ଯେ ତୁମ୍ଭେ, ତୁମ୍ଭେ ସମସ୍ତ ବିଷୟ ଉପରେ ରାଜତ୍ବ କରୁଅଛ” (ଦେଖ: [[rc://*/ta/man/translate/figs-distinguish]]) # the one who is ଯେ ଅଛନ୍ତି କିମ୍ବା “ଯେ ଜୀବିତ ଅଟନ୍ତି” # who was ଯେ ସର୍ବଦା ଅଛନ୍ତି କିମ୍ବା “ଯେ ସର୍ବଦା ଜୀବିତ ଅଛନ୍ତି” # you have taken your great power ଈଶ୍ବର ଆପଣା ମହାଶକ୍ତିରେ କ’ଣ କରି ପାରିବେ, ତାହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ଆପଣା ଶକ୍ତିରେ ତୁମ୍ଭ ବିରୁଦ୍ଧରେ ବିଦ୍ରୋହ କରୁଥିବା ସମସ୍ତଙ୍କୁ ପରାଜୟ କରିଅଛ” (ଦେଖ: [[rc://*/ta/man/translate/figs-explicit]])