or_tn/rev/11/16.md

823 B

twenty-four elders

୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-numbers)

fell upon their faces

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କଲେ I ଦେଖ ତୁମେ “ଭୂମିଷ୍ଠ ହୋଇ ପ୍ରଣାମ କଲେ”କୁ କିପରିପ୍ରକାଶିତ ବାକ୍ୟ ୪:୧୦ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ସେମାନେ ପ୍ରଣାମ କଲେ” (ଦେଖ: rc://*/ta/man/translate/figs-idiom)