# twenty-four elders ୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୪](../04/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]]) # fell upon their faces ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେମାନେ ଭୂମିଷ୍ଠ ହୋଇ ପ୍ରଣାମ କଲେ I ଦେଖ ତୁମେ “ଭୂମିଷ୍ଠ ହୋଇ ପ୍ରଣାମ କଲେ”କୁ କିପରି[ପ୍ରକାଶିତ ବାକ୍ୟ ୪:୧୦](../04/10.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ସେମାନେ ପ୍ରଣାମ କଲେ” (ଦେଖ: [[rc://*/ta/man/translate/figs-idiom]])