or_tn/rev/11/15.md

2.0 KiB

Connecting Statement:

ସପ୍ତଦୂତଙ୍କ ଶେଷ ତୂରୀଧ୍ବନି କରିବାକୁ ଆରମ୍ଭ କଲେ I

the seventh angel

ସେ ସପ୍ତଦୂତ ମାନଙ୍କ ମଧ୍ୟରୁ ଶେଷ ଦୂତ ଅଟନ୍ତି I ଦେଖ ତୁମେ “ସପ୍ତମ”କୁ କିପରି ପ୍ରକାଶିତ ବାକ୍ୟ ୮:୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଶେଷ ଦୂତ” କିମ୍ବା “ସପ୍ତମ ଦୂତ” (ଦେଖ: rc://*/ta/man/translate/translate-ordinal)

loud voices spoke in heaven and said

“ମହାଶବ୍ଦ” ବାକ୍ୟାଂଶ ଉଚ୍ଚସ୍ବରରେ କହୁଥିବା ବକ୍ତାମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବକ୍ତାମାନେ ସ୍ବର୍ଗରେ ଉଚ୍ଚସ୍ବର କରି କହିଲେ”

The kingdom of the world ... the kingdom of our Lord and of his Christ

ଏଠାରେ “ରାଜ୍ୟ” ଜଗତକୁ ଶାସନ କରିବାର ଅଧିକାରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଜଗତକୁ ଶାସନ କରିବାର ଅଧିକାର ...ସେହି ଅଧିକାର ଯାହା ଆମ୍ଭମାନଙ୍କ ପ୍ରଭୁ ଓ ତାହାଙ୍କ ଖ୍ରୀଷ୍ଟଙ୍କ ଅଟେ” (ଦେଖ: rc://*/ta/man/translate/figs-metonymy)

the world

ଏହା ଜଗତରେ ଥିବା ସମସ୍ତଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଜଗତର ସମସ୍ତେ” (ଦେଖ: rc://*/ta/man/translate/figs-metonymy)

The kingdom of the world has become the kingdom of our Lord and of his Christ

ବର୍ତ୍ତମାନ ଆମ୍ଭମାନଙ୍କ ପ୍ରଭୁ ଓ ତାହାଙ୍କ ଖ୍ରୀଷ୍ଟ ଜଗତର ଶାସନକର୍ତ୍ତା ଅଟନ୍ତି