or_tn/rev/08/01.md

524 B

Connecting Statement:

ମେଷଶାବକ ସପ୍ତମ ମୁଦ୍ରା ଭାଙ୍ଗୁଛନ୍ତି I

the seventh seal

ଏହା ପୁସ୍ତକରେ ଥିବା ସପ୍ତ ମୁଦ୍ରାର ଶେଷ ମୁଦ୍ରା I ଅନ୍ୟଏକ ଅନୁବାଦରେ: “ପରବର୍ତ୍ତୀ ମୁଦ୍ରା” କିମ୍ବା “ଶେଷ ମୁଦ୍ରା” କିମ୍ବା “ସପ୍ତମ ମୁଦ୍ରା” (ଦେଖ: rc://*/ta/man/translate/translate-ordinal)