or_tn/rev/11/14.md

678 B

The second woe is past

ଦ୍ବିତୀୟ ଭୟାନକ ଘଟଣା ସମାପ୍ତ ହେଲା I ଦେଖ, ତୁମେ “ପ୍ରଥମ ସନ୍ତାପ ଗତ ହେଲା”କୁ କିପରି ପ୍ରକାଶିତ ବାକ୍ୟ ୯:୧୨ରେ ଅନୁବାଦ କରିଅଛ I

The third woe is coming quickly

ଭବିଷ୍ୟତରେ ଅଛନ୍ତି ବିଷୟକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି”(ଦେଖ: rc://*/ta/man/translate/figs-metaphor)