# The second woe is past ଦ୍ବିତୀୟ ଭୟାନକ ଘଟଣା ସମାପ୍ତ ହେଲା I ଦେଖ, ତୁମେ “ପ୍ରଥମ ସନ୍ତାପ ଗତ ହେଲା”କୁ କିପରି [ପ୍ରକାଶିତ ବାକ୍ୟ ୯:୧୨](../09/12.md)ରେ ଅନୁବାଦ କରିଅଛ I # The third woe is coming quickly ଭବିଷ୍ୟତରେ ଅଛନ୍ତି ବିଷୟକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି”(ଦେଖ: [[rc://*/ta/man/translate/figs-metaphor]])