or_tn/rev/11/12.md

772 B
Raw Permalink Blame History

Then they will hear

ସମ୍ଭାବିତ ଅର୍ଥଗୁଡିକ ୧) ଏହି ଦୁଇଜଣ ସାକ୍ଷୀ ଶୁଣିବେ କିମ୍ବା ) ସେହି ଦୁଇଜଣ ସାକ୍ଷୀଙ୍କୁ କୁହାଯାଉଥିବା କଥାକୁ ଲୋକମାନେ ଶୁଣିବେ I

a loud voice from heaven

“ବାଣୀ” ଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କେହିଜଣେ ସ୍ବର୍ଗରୁ ସେମାନଙ୍କୁ ଉଚ୍ଚ ସ୍ବରରେ କହିଲେ ଓ” (ଦେଖ: rc://*/ta/man/translate/figs-metonymy)

say to them

ଦୁଇଜଣ ସାକ୍ଷୀଙ୍କୁ କହୁଥବା