or_tn/rev/11/12.md

12 lines
772 B
Markdown
Raw Permalink Normal View History

2020-11-19 00:15:53 +00:00
# Then they will hear
ସମ୍ଭାବିତ ଅର୍ଥଗୁଡିକ ୧) ଏହି ଦୁଇଜଣ ସାକ୍ଷୀ ଶୁଣିବେ କିମ୍ବା ) ସେହି ଦୁଇଜଣ ସାକ୍ଷୀଙ୍କୁ କୁହାଯାଉଥିବା କଥାକୁ ଲୋକମାନେ ଶୁଣିବେ I
# a loud voice from heaven
“ବାଣୀ” ଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କେହିଜଣେ ସ୍ବର୍ଗରୁ ସେମାନଙ୍କୁ ଉଚ୍ଚ ସ୍ବରରେ କହିଲେ ଓ” (ଦେଖ: [[rc://*/ta/man/translate/figs-metonymy]])
# say to them
ଦୁଇଜଣ ସାକ୍ଷୀଙ୍କୁ କହୁଥବା