or_tn/rev/11/10.md

699 B

will rejoice over them and celebrate

ସେମାନେ ଆନନ୍ଦ କରିବେ ଯେ ସେହି ଦୁଇଜଣ ସାକ୍ଷୀ ମୃତ୍ୟୁଭୋଗ କରିଛନ୍ତି

even send gifts to one another

ଏହି କର୍ମ ପ୍ରମାଣ କରୁଅଛି ଯେ ସେମାନେ କେତେ ଆନନ୍ଦିତ ଥିଲେ (ଦେଖ: rc://*/ta/man/translate/translate-symaction)

because these two prophets tormented those who lived on the earth

ଏହି କାରଣ ସକାଶୁ ଲୋକମାନେ ଆନନ୍ଦ କରିବେ ଯେ ସେହି ସାକ୍ଷୀମାନେ ମୃତ୍ୟୁଭୋଗ କରିଛନ୍ତି I