# will rejoice over them and celebrate ସେମାନେ ଆନନ୍ଦ କରିବେ ଯେ ସେହି ଦୁଇଜଣ ସାକ୍ଷୀ ମୃତ୍ୟୁଭୋଗ କରିଛନ୍ତି # even send gifts to one another ଏହି କର୍ମ ପ୍ରମାଣ କରୁଅଛି ଯେ ସେମାନେ କେତେ ଆନନ୍ଦିତ ଥିଲେ (ଦେଖ: [[rc://*/ta/man/translate/translate-symaction]]) # because these two prophets tormented those who lived on the earth ଏହି କାରଣ ସକାଶୁ ଲୋକମାନେ ଆନନ୍ଦ କରିବେ ଯେ ସେହି ସାକ୍ଷୀମାନେ ମୃତ୍ୟୁଭୋଗ କରିଛନ୍ତି I