or_tn/rev/11/06.md

1.1 KiB

to close up the sky so that no rain will fall

ଯୋହନ ଆକାଶ ବିଷୟରେ କହୁଛନ୍ତି ଯେପରି ଏହାର ଏକ ଦ୍ବାର ଅଛି, ଯାହା ବୃଷ୍ଟିପାତ ନିମନ୍ତେ ବା ବୃଷ୍ଟି ବନ୍ଦକରିବା ନିମନ୍ତେ ଫିଟାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆକାଶରୁ ବୃଷ୍ଟି ହେବାକୁ ବନ୍ଦ କରିବା ନିମନ୍ତେ” (ଦେଖ: rc://*/ta/man/translate/figs-metaphor)

to turn

ପରିବର୍ତ୍ତନ କରିବା ନିମନ୍ତେ

to strike the earth with every kind of plague

ଯୋହନ କ୍ଲେଶ ବିଷୟରେ କହନ୍ତି ଯେପରି ଏହା କେହିଜଣେ ପୃଥିବୀକୁ ଆଘାତ କରୁଥିବା ଏକ ଯଷ୍ଟି ଅଟେ I ଅନେକ ଅନୁବାଦରେ: “ପୃଥିବୀରେ ସମସ୍ତ ପ୍ରକାର ବିପଦ ଘଟାଇବାକୁ” (ଦେଖ: rc://*/ta/man/translate/figs-metaphor)