# to close up the sky so that no rain will fall ଯୋହନ ଆକାଶ ବିଷୟରେ କହୁଛନ୍ତି ଯେପରି ଏହାର ଏକ ଦ୍ବାର ଅଛି, ଯାହା ବୃଷ୍ଟିପାତ ନିମନ୍ତେ ବା ବୃଷ୍ଟି ବନ୍ଦକରିବା ନିମନ୍ତେ ଫିଟାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆକାଶରୁ ବୃଷ୍ଟି ହେବାକୁ ବନ୍ଦ କରିବା ନିମନ୍ତେ” (ଦେଖ: [[rc://*/ta/man/translate/figs-metaphor]]) # to turn ପରିବର୍ତ୍ତନ କରିବା ନିମନ୍ତେ # to strike the earth with every kind of plague ଯୋହନ କ୍ଲେଶ ବିଷୟରେ କହନ୍ତି ଯେପରି ଏହା କେହିଜଣେ ପୃଥିବୀକୁ ଆଘାତ କରୁଥିବା ଏକ ଯଷ୍ଟି ଅଟେ I ଅନେକ ଅନୁବାଦରେ: “ପୃଥିବୀରେ ସମସ୍ତ ପ୍ରକାର ବିପଦ ଘଟାଇବାକୁ” (ଦେଖ: [[rc://*/ta/man/translate/figs-metaphor]])