or_tn/rev/11/01.md

1.1 KiB

General Information:

ଯୋହନ ପ୍ରାପ୍ତ କରିଥିବା ଏକ ପରିମାପକ ଦଣ୍ଡ ଓ ଈଶ୍ବର ନିଯୁକ୍ତ କରିଥିବା ଦୁଇଜଣ ସାକ୍ଷୀଙ୍କ ବିଷୟ ଏକ ଦର୍ଶନ ବର୍ଣ୍ଣନା କରିବା ଆରମ୍ଭ କରୁଛନ୍ତି I ଏହି ଦର୍ଶନ ମଧ୍ୟ ଷଷ୍ଠ ଓ ସପ୍ତମ ତୂରୀଧ୍ବନି ମଧ୍ୟରେ ସ୍ଥାନ ପାଇଛି I

A reed was given to me

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ମୋତେ ଏକ ପରିମାପକ ଦଣ୍ଡ ଦେଲେ” (ଦେଖ: rc://*/ta/man/translate/figs-activepassive)

given to me ... I was told

“ମୋତେ” ଓ “ମୁଁ” ଶବ୍ଦ ଯୋହନଙ୍କୁ ବୁଝାଏ I

those who worship in it

ମନ୍ଦିରରେ ଉପାସନା କରୁଥିବା ଲୋକମାନଙ୍କୁ ଗଣନା କର