# General Information: ଯୋହନ ପ୍ରାପ୍ତ କରିଥିବା ଏକ ପରିମାପକ ଦଣ୍ଡ ଓ ଈଶ୍ବର ନିଯୁକ୍ତ କରିଥିବା ଦୁଇଜଣ ସାକ୍ଷୀଙ୍କ ବିଷୟ ଏକ ଦର୍ଶନ ବର୍ଣ୍ଣନା କରିବା ଆରମ୍ଭ କରୁଛନ୍ତି I ଏହି ଦର୍ଶନ ମଧ୍ୟ ଷଷ୍ଠ ଓ ସପ୍ତମ ତୂରୀଧ୍ବନି ମଧ୍ୟରେ ସ୍ଥାନ ପାଇଛି I # A reed was given to me ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ମୋତେ ଏକ ପରିମାପକ ଦଣ୍ଡ ଦେଲେ” (ଦେଖ: [[rc://*/ta/man/translate/figs-activepassive]]) # given to me ... I was told “ମୋତେ” ଓ “ମୁଁ” ଶବ୍ଦ ଯୋହନଙ୍କୁ ବୁଝାଏ I # those who worship in it ମନ୍ଦିରରେ ଉପାସନା କରୁଥିବା ଲୋକମାନଙ୍କୁ ଗଣନା କର