or_tn/rev/10/intro.md

2.0 KiB

ପ୍ରକାଶିତ ବାକ୍ୟ ୧୦ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସପ୍ତ ମେଘଗର୍ଜ୍ଜନ

ଯୋହନ ଏଠାରେ ସପ୍ତ ମେଘଗର୍ଜ୍ଜନ ବାଣୀ ବ୍ୟକ୍ତ କରୁଥିବା ବର୍ଣ୍ଣନା କରୁଛନ୍ତି ଓ ସେ ତାହା ବାକ୍ୟଭାବରେ ବୁଝି ପାରୁଛନ୍ତି I ତଥାପି, ଅନୁବାଦକ ଏହି ପଦଗୁଡିକ ଅନୁବାଦ କରିବା ସମୟରେ “ମେଘଗର୍ଜ୍ଜନ” ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କରିବା ଉଚିତ I (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/writing-apocalypticwriting]])

“ଈଶ୍ବରଙ୍କ ରହସ୍ୟମୟ ବିଷୟ”

ଏହା ଈଶ୍ବରଙ୍କ ଗୁପ୍ତ ଯୋଜନାର କେତେକ ବିଷୟକୁ ବୁଝାଏ I ଏହା ଅନୁବାଦ କରିବା ନିମନ୍ତେ ଏହି ରହସ୍ୟମୟ ବିଷୟ କ’ଣ ତାହା ଜାଣିବା ଆବଶ୍ୟକ ନୁହେଁ I (ଦେଖ: rc://*/tw/dict/bible/kt/reveal)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଉପମା

ଯୋହନ ପରାକ୍ରମୀ ଦୂତଙ୍କର ମୁଖ, ପାଦ ଓ ସ୍ବର ବର୍ଣ୍ଣନା କରିବାରେ ସାହାଯ୍ୟ ନିମନ୍ତେ ଉପମାଗୁଡିକୁ ବ୍ୟବହାର କରୁଛନ୍ତି I ଅନୁବାଦକ ଏହି ଅଧ୍ୟାୟରେ ଥିବା ଅନ୍ୟ ବସ୍ତୁଗୁଡିକୁ ଅର୍ଥାତ୍: ମେଘଧନୁ ଓ ମେଘକୁ, ସେମାନଙ୍କ ସାଧାରଣ ଅର୍ଥ ସହିତ ବୁଝିବା ଆବଶ୍ୟକ I (ଦେଖ: rc://*/ta/man/translate/figs-simile)